MEDIA CELL, DTD.06.05.2025
PRESS RELEASE
Ref: Chandrasekharpur PS Case No.728, dtd.18.09.2024, U/s-376/384 IPC.
Gist of FIR:
ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଗତ ୨୦୦୮ ମସିହାରେ ଅଭିଯୋଗକାରିଣୀଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ କ୍ରମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ପରେ ଅଭିଯୋଗକାରିଣୀ ଅନ୍ୟତ୍ର ବିବାହ କରି ସ୍ବାମୀଙ୍କ ସହ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ଏହା ପରେ ଅଭିଯୁକ୍ତ ଜଣକ ତାଙ୍କୁ ବାରମ୍ବାର ଫୋନ କରି ଭୁବନେଶ୍ବର ଆସି ଦେଖା କରିବା ଲାଗି ଚାପ ପକାଇବା ସହ ନାନା ପ୍ରକାର ଧମକ ମାନ ଦେଉଥିଲେ । ଗତ ତା.୧୬.୦୬.୨୦୨୩ ରିଖ ଦିନ ସେ ଭୁବନେଶ୍ବରରେ ଆସି ପହଞ୍ଚିବା ପରେ, ଅଭିଯୁକ୍ତ ତାଙ୍କୁ ଏକ ହୋଟେଲକୁ ନେଇ ତାଙ୍କ ଇଚ୍ଛା ବିରୋଧରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ଏବଂ ଭୁବନେଶ୍ବର ଛାଡି ବାଙ୍ଗାଲୋରକୁ ଖସି ପଳାଇଯାଇଥିଲେ ।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲାର ତଦନ୍ତ କରିବା ସହ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ବାଙ୍ଗାଲୋରରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Name & Address of Accused:
- P. Ramesh Babu (38), S/O- P. Rathipati of Plot No.192, Laxmi Vihar, Sishupalgad, PS- Badagada, Bhubaneswar, At/Pr- Sree Sai Lake view Apartment, PS- Varthur, Bangalore, State- Karnataka.