ବ୍ଲେଡ ଏବଂ ଶାବଳ ରେ ଆରପାରିକୁ ପଠାଇ ଦେଲେ | କୁନି ଝିଅଟି କେତେ ଜେ ସ୍ୱପ୍ନ ଦେଖି ପାଠ ପଢୁଥିଲା, ଖେଳୁଥିଲା, ବୁଲୁଥିଲା କିନ୍ତୁ କିଏଵା ଜାଣିଥିଲା ବେଶୀ ଦିନ ନାହିଁ ଆଉ ତାର ଜୀବନ!

ସୂଚନା ଅନୁଯାଇ ଗୋପାଳପୁର ଥାନା ଅନ୍ତରଗତ କରପଲ୍ଲୀର, ଅଞ୍ଜଳି ନାମକ ଏକ ନାବାଳିକା ଝିଅ ଯିଏକି ITI କରୁଥିଲେ, ତାଙ୍କୁ ଅଭିଯୁକ୍ତ ମୁନ୍ନା ଖାଁ ବୋଲି ଗୋଟେ ପିଲା ଏକ ତରଫା ପ୍ରେମ କରୁଥିଲେ ଏବଂ ସେଥିରେ ସଫଳ ନ ହୋଇଥିବାରୁ ଶାବଳ ଏବଂ ବ୍ଲେଡ ଦ୍ୱାରା ଝିଅକୁ ହତ୍ୟା କରିଥିବାର. ଅଞ୍ଜଳିଙ୍କ ପରିବାର ବର୍ଗ ଥାନାରେ ଅଭିଯୋଗ କରିଛନ୍ତି | ବେଶ ଚର୍ଚ୍ଚିତ ଥିବା ଲଙ୍ଗେଇଲୁଣ୍ଡା ଅଭିଯୁକ୍ତ ଙ୍କ ଘର ବୋଲି କୁହାଯାଇଛି | ମାମଲା ରେ ସମ୍ପୃକ୍ତ ମୁନ୍ନା ଖାଁ ଏବଂ ତାର ଆଉ ଜଣେ ସାଥି ଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବାର ସୂଚନା | ଗୁରୁବାର ଦିନ ଅଞ୍ଜଳିଙ୍କ ବାପା ନିଜ ଜଳଖିଆ ହୋଟେଲ କୁ ପରିବାର ସହ ଯାଇଥିଲେ ଆଉ ସେହି ସମୟରେ ଅଭିଯୁକ୍ତ ଘରର ପଛପଟେ ଯାଇ ପଶି ଥିଲା ଘରକୁ ଭିତରକୁ | ଆଉ ଉଭୟଙ୍କ ମଧ୍ୟରେ କିଛି ବଚାସା ହୋଇଥିଲା ଏବଂ ହଠାତ ରାଗି ହତ୍ୟା କରିଥିବାର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ବୋଲି ସୂଚନା ମିଳିଛି |

Leave a Comment

Your email address will not be published. Required fields are marked *

Scroll to Top